ମୋ ମାଇଁଙ୍କର ମୂନିଆ ଆଉ ଫାଲୁଆ ଦୁଧ Mo Mainkara Muniaa Phaluaa Doodha
ମୁଁ ସେତେବେଳେ ଭୁବନେଶ୍ବରରେ ମଲ୍ଟି ମିଡ଼ିଆ କୋର୍ସ କରୁଥିଲି । ଆର୍ଥିକ ଦୃଷ୍ଟିରୁ ହଷ୍ଟେଲ କିମ୍ବା ମେସ୍ରେ ରହି ପଢ଼ିବା ବି ମୋ ପାଇଁ ସମ୍ଭବ ନ ଥିଲା । ଆମ ଗାଆଁରୁ ବି ଭୁବନେଶ୍ବର ଯିବା ଆସିବା କରିବାର କୌଣସି ସୁବିଧା ନ ଥିଲା । ସେଥିପାଇଁ ମାମୁ ଘରେ ରହି ଭୁବନେଶ୍ବର ଯିବା ଆସିବା କରୁଥିଲି । ମାମୁ ଘର ପାଖରୁ ବି ଭୁବନେଶ୍ବର ପାଖ ନ ଥିଲା । କିନ୍ତୁ ମାମୁଙ୍କ ଗାଆଁ … Read more